ସ୍କୁଲ ଓ ଗଣଶିକ୍ଷା ବିଭାଗର ନୂଆ ନିଷ୍ପତ୍ତି । ସ୍କୁଲରେ ଇଂରାଜୀ , ଗଣିତ ଓ ବିଗ୍ୟାନ ବିଷୟକୁ ଅଧିକ ସମୟ ପଢାଯିବ । ପ୍ରତି ବିଷୟକୁ ୪୫ ମିନିଟ୍ ପରିବର୍ତ୍ତେ ଏଣିକି ଦେଢଘଣ୍ଟା ପଠାଯିବାକୁ ନେଇ ନିଷ୍ପତ୍ତି ନେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ସମ୍ପୃକ୍ତ ୩ ବିଷୟରେ ପିଲା କମ ନମ୍ବର ରଖୁଥିବାରୁ ବିଭାଗ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ପ୍ରାଥମିକ ସ୍ତରରୁ ଇଂରାଜୀ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯିବ ।

LEAVE A REPLY

Please enter your comment!
Please enter your name here