ବାଲିଗୁଡା: ଘାଟିରେ ପୋଲରୁ ଖସିଲା ଦୀପକ ନାମକ ଏକ ବସ୍ । ଏଥିରେ ୩୦ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । କୋଟଗଡ ବ୍ଲକ ଆଡାରି ନିକଟ ଡଡୁମା ଘାଟିରୁ ଖସିଲା ବସ୍ । ଘାଟିରେ ଗଡୁଥିବାବେଳେ ପୋଲ ଉପରୁ ତଳକୁ ଖସି ପଡିଲା । ଗୁରୁତର ଯାତ୍ରୀମାନଙ୍କୁ କୋଟଗଡ ମେଡିକାଲ ନିଆଯାଉଛି ।

LEAVE A REPLY

Please enter your comment!
Please enter your name here