ମାଲକାନଗିରିରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେସି ଲାଲ | ଏକଲବ୍ୟ ବିଦ୍ୟାଳୟରେ ପହଁଚି ରାଜ୍ୟପାଳ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିଥିଲେ | ଏଥିସହ ବିଦ୍ୟାଳୟ ବୁଲି ବୁଲି ପରିଦର୍ଶନ କରିଥିଲେ | ଏହି ଅବସରରେ ମାଲକାନଗିରି ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ମାଲକାନଗିରି ଜିଲ୍ଲାପାଳଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ |

LEAVE A REPLY

Please enter your comment!
Please enter your name here