ଚଳନ୍ତା କୋଇଲା ବୋଝେଇ ଟ୍ରେନରେ ନିଆଁ । ବିଶାଖାପାଟଣାରୁ ରାୟପୁର ଯାଉଥିବାବେଳେ ରାୟଗଡା ଷ୍ଟେସନରେ ୪ଟି ବଗିରେ ନିଆଁ ଲାଗିଥିଲା । କୋଇଲା ବୋଝେଇ ଟ୍ରେନରୁ ଧୂଆଁ ବାହାରୁଥିବା ଦେଖି ପିତାମହଲ ଠାରୁ ରେଳବାଇ କର୍ମଚାରୀ ଷ୍ଟେସନ ମାଷ୍ଟ୍ରଙ୍କୁ ସୂଚନା ଦେଇଥିଲେ । ଏନେଇ ରେଳ ବିଭାଗ ପକ୍ଷରୁ ଅଗ୍ନିଶମ ବିଭାଗକୁ ଖବର ଦିଆଯିବାପରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here