ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ମହାନ ଲୋକନାୟକ ଶ୍ରୀଯୁକ୍ତ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗ ସମସ୍ତଙ୍କୁ ଶୂନ୍ୟ କରିଦେଇଛି । ନିଜର ଆଦର୍ଶ ଓ ନୀତି ପାଇଁ ସେ ସଦାସର୍ବଦା ସମସ୍ତଙ୍କ ହୃଦୟରେ ବଞ୍ଚି ରହିବେ ।

ଶ୍ରୀଯୁକ୍ତ ବାଜପେୟୀଙ୍କୁ ସମ୍ମାନ ଦେବା ପାଇଁ ମରିସସ୍ ସରକାର ସମସ୍ତ ସରକାରୀ ଭବନଗୁଡିକରେ ଭାରତ ଏବଂ ମୋରିସସ୍ ର ଜାତୀୟ ପତାକାକୁ ତଳକୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀଣ କୁମାର ଜଗନ୍ନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ବାଜପେୟୀଙ୍କ ବିୟୋଗରେ ଶୋକ ପ୍ରକାଶ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here