ଏସିୟ କ୍ରିଡାର ଦ୍ୱିତୀୟ ଦିନରେ ଭାରତୀୟ ଖେଳାଳୀଙ୍କ ମୁକାବିଲା ଜାରି ରହିଛି। ସୋମବାର ଦୀପକ କୁମାର ଓ ଲକ୍ଷ୍ୟ ସୁଟିଂରେ ଭାରତ ପାଇଁ ଦୁଇଟି ରୌପ୍ୟ ପଦକ ଜିତିଛନ୍ତି। ଲକ୍ଷ୍ୟ ସେରାନ ୪୩/୫୦ ସ୍କୋର ସହିତ ଦ୍ୱିତୀୟ ସ୍ଥାନରେ ରହି ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି। ସେହିପରି ଭାରତୀୟ ସୁଟର ଦୀପକ କୁମାର ମଧ୍ୟ ୧୦ ମିଟର ଏୟାର ରାଇଫଲ ପ୍ରତିଯୋଗିତାରେ ରୌପ୍ୟପଦକ ଜିତିଛନ୍ତି। ୨୪୭.୭ ପଏଣ୍ଟ ହାସଲ କରି ଚୀନର ୟାଙ୍ଗ ହାଓରାନଙ୍କଠାରୁ ପରାସ୍ତ ହୋଇଛନ୍ତି।

 

LEAVE A REPLY

Please enter your comment!
Please enter your name here