ନିଜ ସ୍ତ୍ରୀକୁ ୩୦୦ ଖଣ୍ଡ କରି କାଟି ଟିଫିନରେ ରଖିବା ଘଟଣାରେ ସ୍ୱାମୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ସୋମନାଥ ପରିଡାଙ୍କୁ ଆଜୀବନ ଜେଲ୍ । ରାୟ ଦେଲେ ଖୋର୍ଦ୍ଧା ଜିଲ୍ଲା ଜର୍ଜ । ୨୦୧୩ ଜୁନ୍ ର ଘଟଣା । ଭୁବନେଶ୍ୱର ନୂଆପଲ୍ଲୀ ଅଞ୍ଚଳରେ ରହୁଥିବା କର୍ଣ୍ଣେଲ ନିଜ ସ୍ତ୍ରୀ ଉଶସୀଙ୍କୁ ୩୦୦ ଖଣ୍ଡ କରି କାଟିବା ପରେ ଟିଫିନରେ ରଖିଥିଲେ । ୨୦ ଦିନ ପରେ ଜଣାପଡିଥିଲା ।

LEAVE A REPLY

Please enter your comment!
Please enter your name here