ଦିଲ୍ଲୀର ଜଣେ ପିଜା ଡେଲିଭରି ବୟଙ୍କୁ କରୋନା । ସାଉଥ୍ ଦିଲ୍ଲୀର ଜଣେ ୧୯ ବର୍ଷୀୟ ପିଜା ବୟ କରୋନାରେ ଆକ୍ରାନ୍ତ । ସଂସ୍ପର୍ଶରେ ଆସିଥିବା ୭୨ ପରିବାର ହୋମ କ୍ୱାରେଣ୍ଟିନ୍ ରେ ରଖାଯାଇଛି । ୧୭ ଜଣ ଅନ୍ୟ ପିଜା ବୟଙ୍କୁ ବି ପଠାଗଲା କ୍ୱାରେଣ୍ଟିନ୍ । ଆଉ କାହା ସଂସ୍ପର୍ଶରେ ଆସିଛନ୍ତି ସେ ନେଇ ହେଉଛି ଅନୁଧ୍ୟାନ

LEAVE A REPLY

Please enter your comment!
Please enter your name here