କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସତର୍କ ସୁଚନା । ଆସନ୍ତା ୧ତାରିଖରୁ ସିଗାରେଟ୍ ଓ ତମ୍ବାଖୁ ପ୍ୟାକେଟ୍ରେ ରହିବ ଟୋଲ୍ ଫ୍ରି ନମ୍ବର । ଏଥିରେ ସହାୟତା ନମ୍ବର ୧୮୦୦-୧୧-୨୩୫୬ ସହିତ ପ୍ରତ୍ୟୋକ ସିଗାରେଟ୍ ଓ ତମ୍ବାଖୁ ପ୍ୟାକେଟ୍ରେ ‘ଟବାକୋ କଜେସ୍ କ୍ୟାନସର ’,‘ଟବାକୋ କଜେସ୍ ପେନଫୁଲ’ , ଏହା ସହ କ୍ୱିଟ୍ ଟୁ ଡେ ବୋଲି ଉଲ୍ଲେଖ ରହିବ। ଯାହା ଦ୍ୱାରା ସିଗାରେଟ୍ ଛାଡିବା ରେ ଲୋକମାନେ ଉଚିତ୍ ପରାମର୍ଶ ନେଇପାରିବେ।

LEAVE A REPLY

Please enter your comment!
Please enter your name here