ଅନଲାଇନ୍ କ୍ଲାସବେଳେ ଅଘଟଣ । କରୋନା କଟକଣାକୁ ଦୃଷ୍ଟିରେ ରଖି ସରକାର ସ୍କୁଲ, କଲେଜ ବନ୍ଦ କରିଛନ୍ତି । ଏବଂ ଅନ ଲାଇନ୍ ମାଧ୍ୟମରେ କ୍ଲାସ କରାଯାଉଛି । କିନ୍ତୁ ପାଠ ପଢୁଥିବାବେଳେ ବ୍ଲାଷ୍ଟ ହେଲା ମୋବାଇଲ । ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ବାଲିଘାଇ ଅଞ୍ଚଳ ଆଦର୍ଶ ନଗର ଅଞ୍ଚଳରେ ।
ସୁଚନାଅନୁସାରେ, ପୁରୀ ବାଲିଘାଇ ଅଞ୍ଚଳ ଆଦର୍ଶ ନଗର ବିଦ୍ୟାଧର ପଲାଇଙ୍କ ଝିଅ କେନ୍ଦ୍ରୀୟ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପାଠ ପଢନ୍ତି । ଛାତ୍ର ଜଣଙ୍କ ଅନଲାଇନରେ ପାଠ ପଢୁଥିବାବେଳେ ହଠାତ୍ ଫୋନଟି ଫାଟି ଯାଇଥିଲା । ମୋବାଇଲ ଫାଟିବା ପରେ ମୋବାଇଲଟି ଖଣ୍ଡବିଖଣ୍ଡ ହୋଇଯାଇଥିଲା । ଅଳ୍ପକେ ବର୍ତ୍ତି ଯାଇଥିଲେ ଛାତ୍ରୀ

LEAVE A REPLY

Please enter your comment!
Please enter your name here