କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ସୁଆଁଲୋ ଦେବୀନଦୀ ଘାଟରୁ ଜଣେ ଯୁବତୀଙ୍କ ମୃତଶରୀର ଉଦ୍ଧାର । ସ୍ଥାନୀୟ ଲୋକେ ଯୁବତୀଙ୍କ ମୃତଶରୀର ଭାସୁଥିବା ବେଳେ ଦେଖିବାକୁ ପାଇଥିଲେ । ଯୁବତୀଙ୍କ ନାମ ରୁବି ବିଷୋୟୀ । ଯୁବତୀ ଜଣଙ୍କ କାଠଯୋଡି ବିହାର ଅଞ୍ଚଳର ଜଣାପଡିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି

LEAVE A REPLY

Please enter your comment!
Please enter your name here