ଆଉ ନାହାଁନ୍ତି ବିଶିଷ୍ଟ କଣ୍ଠଶିଳ୍ପୀ ଏସ.ପି.ବାଲ ସୁବ୍ରମଣ୍ୟମ । ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ଅଗଷ୍ଟ ପ୍ରଥମ ସପ୍ତାହରୁ କରୋନା ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ । ୧୬ଟି ଭାରତୀୟ ଭାଷାରେ ୪୦,୦୦୦ ଗୀତ ରେକର୍ଡ କରିଥିଲେ ସୁବ୍ରମଣ୍ୟମ । ସର୍ବାଧିକ ଗୀତ ରେକର୍ଡ କରି ସେ ଗିନିଜ ୱାଲର୍ଡ ରେକର୍ଡ କରିଥିଲେ ।

LEAVE A REPLY

Please enter your comment!
Please enter your name here