ଶେଷ ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ଅନୁମୋଦନ ହୋଇଛି । ଶ୍ରୀମନ୍ଦିର ପାଇଁ ୧୫୪ କୋଟିର ବଜେଟକୁ ମିଳିଛି ଅନୁମୋଦନ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏହି ସୂଚନା ଦେଇଛନ୍ତି । ଶ୍ରମନ୍ଦିରର ବ୍ୟୟ ବଢିଛି ଏବଂ ଅନେକ ଆୟ କମିଯାଇଛି । ଆୟ ବୃଦ୍ଧି ପାଇଁ ଅନଲାଇନ୍ ଡୋନେସନ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here