ଚଳିତବର୍ଷ ରାଜଧାନୀରେ ସାଧାରଣତନ୍ତ୍ର ଦିବସ ପାଳନ ହେବ । କିନ୍ତୁ ଏହି ସମାରୋହକୁ ଯାଇପାରିବେନି ମିଡିଆ । କରୋନା କଟକଣା ପାଇଁ ସବୁ ମିଡିଆକୁ ବାରଣ କରାଯାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସବୁ ଗଣମାଧ୍ୟମକୁ ଫିଡ୍ ଯୋଗାଇଦିଆଯିବ ବୋଲି କୁହାଯାଇଛି । ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ରାଜ୍ୟପାଳ ପତାକା ପତାକା ଉତ୍ତୋଳନ କରିବା ସହ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବେ । ମୁଖ୍ୟମନ୍ତ୍ରୀ ହେବେ ମୁଖ୍ୟ ଅତିଥି ।

LEAVE A REPLY

Please enter your comment!
Please enter your name here