ଆସନ୍ତା ୧୮ରୁ ବିଧାନସଭା ବଜେଟ୍ ଅଧିବେଶନ । ୨୨ରେ ଉପସ୍ଥାପିତ ହେବ ୨୦୨୧-୨୨ ବର୍ଷର ରାଜ୍ୟ ବଜେଟ୍ । ଏପ୍ରିଲ ୯ ତାରିଖ ଯାଏଁ ଚାଲିବ ବଜେଟ୍ ଅଧିବେଶନ । ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ବଜେଟ୍ ଅଧିବେଶନ । ୨ଟି ପର୍ଯ୍ୟାୟରେ ଚାଲିବ ବିଧାନସଭା ଅଧିବେଶନ । ମାର୍ଚ୍ଚ ୧ରୁ ୧୧ ପର୍ଯ୍ୟନ୍ତ ବନ୍ଦ ରହିବ ବଜେଟ୍ ଅଧିବେଶନ । ମାର୍ଚ୍ଚ ୩୧ରେ ଆସିବ ବ୍ୟୟ ମଞ୍ଜୁରୀ ବିଲ୍ । ବଜେଟ୍ ଅଧିବେଶନରେ ରହିବ ୩୦ଟି କାର୍ଯ୍ୟଦିବସ ।

LEAVE A REPLY

Please enter your comment!
Please enter your name here