୧୭ରେ ବାଜିଥିଲା ସାହାନାଇ । ଆଜି ହୋଇଥାନ୍ତା ଚତୁର୍ଥୀ । କିନ୍ତୁ ଘର ଖୋଲୁ ଖୋଲୁ ପଙ୍ଖାରେ ଝୁଲୁଛି ନବବଧୂଙ୍କ ଝୁଲନ୍ତା ମୃତଦେହ । ଢେଙ୍କାନାଳ ସଦର ଥାନା ବିଦ୍ୟାବନ୍ଧ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଅଛି । ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ ଅଞ୍ଚଳରେ ଖବର ଛାଇ ଯାଇଛି ।

LEAVE A REPLY

Please enter your comment!
Please enter your name here