ଖରା ପାଇଁ ସ୍କୁଲ ସମୟ ବଦଳାଇଲେ ସରକାର । ଏଣିକି ସକାଳୁଆ ସ୍କୁଲ ହେବ । ନବମ ଓ ଏକାଦଶ କ୍ଲାସ ସକାଳ ସାତଟାରୁ ସକାଳ 9 ଟା ଏବଂ ଦଶମ ଓ ଦ୍ବାଦଶ କ୍ଲାସ ପିଲା ସକାଳ 9ଟାରୁ ଦିନ ଗୋଟାଏ ଯାଏଁ ସ୍କୁଲ ଯିବେ । ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାରଙ୍କ ବିଦ୍ୟାଲୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

LEAVE A REPLY

Please enter your comment!
Please enter your name here