ବାତ୍ୟା ପରେ ବର୍ଷା ହେବ । ଯାହା ଦ୍ୱାରା ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ଅଧିକ ରହିଛି । ବର୍ଷାରେ ଓଦା ହେଲେ ସଙ୍କ୍ରମଣ ହେବାର ସମ୍ଭାବନା ରହିଛି । ବର୍ଷାରେ ଓଦା ହେଲେ ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ । କୋଭିଡ ସମୟ ଚାଲିଥିବାରୁ ଅଧିକ ସତର୍କ ରୁହନ୍ତୁ । ଓଦା ହୁଅନ୍ତୁ ନାହିଁ । ଗୋଟିଏ ଘରେ ଅଧିକ ଲୋକ ରହୁଥିଲେ ମାସ୍କ ବ୍ୟବହାର କରନ୍ତୁ । ମାସ୍କ ପିନ୍ଧିଲେ ୯୫ ପ୍ରତିଶତ ସଙ୍କ୍ରମଣ ଆଶଙ୍କା କମ ଥାଏ ।

LEAVE A REPLY

Please enter your comment!
Please enter your name here