ସାମ୍ବାଦିକଙ୍କୁ ଦ୍ୱିତୀୟ ଡୋଜ୍ ଟିକାକରଣ ନେଇ ଦ୍ୱନ୍ଦ ଦୂରକଲା ବିଏମସି । ଭୁବନେଶ୍ୱରରେ ସ୍ୱତନ୍ତ୍ର ଡ୍ରାଇଭରେ ସାମ୍ବାଦିକଙ୍କୁ ଟିକାକରଣ କରାଯିବ । ୟୁନିଟ୍-୬ ବାଳିକା ବିଦ୍ୟାଳୟରେ ସାମ୍ବାଦିକଙ୍କୁ ଟିକାକରଣ କରାଯିବ । ଖୁବ୍ଶୀଘ୍ର ଟିକାକରଣ ନେଇ ବିଏମସି କମିଶନର ସଞ୍ଜୟ ସିଂଙ୍କ ନିଷ୍ପତ୍ତି ।