ଇଜ୍ପିଟକୁ(ମିଶର) ପିରାମିଡର ଦେଶ ବୋଲି କୁହାଯାଏ. ଏହାକୁ ବାଦ୍ ଦେଲେ ଏଠାରେ ଏମିତି କିଛି ସ୍ଥାନ ଅଛି ଯେଉଁଠାରେ ଆପଣ କିଛି ଦିନ ବିତେଇପାରିବେ. ବାର୍ଡ ସେନଚୁରୀରେ ବୁଲିବା ପରେ ସ୍କୁଆ ଡାଇଭର ମଜା ମଧ୍ୟ ନେଇପାରିବେ. ଯଦି ଖାଇବା କଥା ପକାଯାଏ ତାହାଲେ ଏଠାରେ ଆପଣ ଆଫ୍ରିକା ଓ ୟୁରୋପ ଭଳି ଦେଶର  ଖାଦ୍ୟର ସ୍ୱାଦ ମଧ୍ୟ ପାଇପାରିବେ.  ଯଦିଓ ବର୍ଷା କାରଣରୁ ଏଠାରେ 2 ପ୍ରତିଶତ ଚାଷ ଜମିରେ ଚାଷ କରାଯାଏ, ତଥାପି ଏଠାରେ ବହୁ ପ୍ରକାରର ଖାଦ୍ୟ ମିଳେ. ସାଧାରଣତଃ ଭାରତୀୟମାନେ ବିଦେଶକୁ ଯାତ୍ରା କଲେ ନନଭେଜ ଖାଉନଥିବା ଭାରତୀୟଙ୍କୁ  ଖାଦ୍ୟପେୟରେ ଅସୁବିଧା ହୋଇଥାଏ. ମାତ୍ର ଇଜ୍ପିଟରେ ସେଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡିନଥାଏ. ଏଠାରେ ବହୁ ପ୍ରକାରର ଭେଜିଟେରିଆନ ଖାଦ୍ୟ ମିଳିଥାଏ ଯଥା ଫଦ୍ଟା,କୋଶରୀ,ବସବୋସା ଇତ୍ୟାଦି. ଆପଣମାନେ ଏହାର ମଧ୍ୟ ମଜା ନେଇପାରିବେ.

LEAVE A REPLY

Please enter your comment!
Please enter your name here