ପାରଳାଖେମୁଣ୍ଡିରେ ଦୁଇ ପୋଲିସ୍ କନଷ୍ଟେବଲଙ୍କ ଘରେ ଭିଜିଲାନ୍ସର ଚଢଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଜପତି ଜିଲ୍ଲା ଭିଜିଲାନ୍ସ ବିଭାଗ ପକ୍ଷରୁ ୫ଟି ସ୍ଥାନରେ ଚଢଉ କରାଯାଇଥିବା ଜଣାପଡିଛି । ରଞ୍ଜିତ ଜିଲ୍ଲା ହାବିଲଦାର ଓ କନଷ୍ଟେବଲ୍ ସଂଘର ସଭାପତି ଥିବା ବେଳେ ତନୁଜ ସାବତ ପୁଲିସ ଆର .ଆଇ ଅଫିସରେ କାର୍ଯ୍ୟରତ ଅଛନ୍ତି । ଏହା ସହ ତାଙ୍କ ସମ୍ପତ୍ତିର ଏବେ ହିସାବ ଚାଲିଛି ।

LEAVE A REPLY

Please enter your comment!
Please enter your name here