ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ପ୍ରେସ କାଉନସିଲ ଅଫ ଇଣ୍ଡିଆର ସଦସ୍ୟ ମନୋନୀତ । ପ୍ରେସ କାଉନସିଲ ଅଫ ଇଣ୍ଡିଆର ଗେଜେଟ ନୋଟିଫିକେସନରେ ଏହା ପ୍ରକାଶିତ ହେବା ପରେ ଶ୍ରୀ ମହାନ୍ତିଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି । ଶ୍ରୀ ମହାନ୍ତି ସାମ୍ବାଦିକତା ସହ ସାମ୍ବାଦିକର ବୃତ୍ତିଗତ ସୁରକ୍ଷା ଓ ଅଧିକାର ଉପରେ ଦୀର୍ଘବର୍ଷ ଧରି କାର୍ଯ୍ୟ କରି ଆସୁଛନ୍ତି । ପ୍ରେସ କାଉନସିଲ ଅଫ ଇଣ୍ଡିଆର ସଦସ୍ୟ ହେବା ପରେ ଏହା ଉପରେ ସେ ଅଧିକ ଗୁରୁତ୍ବ ଦେବେ ବୋଲି ଆଶା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here