ଥମୁନି ମମିତା ତାତି । ଏବେ ବି ନ୍ୟାୟ ଅପେକ୍ଷାରେ ସମସ୍ତେ । ତେବେ ବିରୋଧି ବି ଅନେକ ସ୍ଥାନରେ ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାଡ କରୁଛନ୍ତି । ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଗାଡିକୁ ଅଣ୍ଡା ମାଡ ହୋଇଛି । ଅଣ୍ଡାମାଡ ସହ କଳା ପତାକା ପ୍ରଦର୍ଶନ କରିଛନ୍ତି କଂଗ୍ରେସ କର୍ମୀ । ଭବାନୀପାଟଣା ଥୁଆମୂଳ ରାମପୁର ଡୁମେରପଦରରେ ମନ୍ତ୍ରୀଙ୍କୁ ପ୍ରବଳ ବିରୋଧ କରାଯାଇଛି । ମମିତା ଘଟଣାକୁ ବିରୋଧ କରି ଅଣ୍ଡାମାଡ ଓ କଳାପତାକା ପ୍ରଦର୍ଶନ କରିଛନ୍ତି କଂଗ୍ରେସ କର୍ମୀ । ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ମନ୍ତ୍ରୀ ଯାଉଥିବାବେଳେ ତାଙ୍କୁ ବିରୋଧର ସାମ୍ନା କରିବାକୁ ପଡିଛି ।

LEAVE A REPLY

Please enter your comment!
Please enter your name here