କଟକ ରେଳ ଷ୍ଟେସନରୁ ଜବତ ହୋଇଛି ଟଙ୍କା ଭର୍ତ୍ତି ବ୍ୟାଗ୍ । ୪ଟି ବ୍ୟାଗରେ ଲକ୍ଷାଧିକ ଟଙ୍କା ଥିବା ଜଣାପଡୁଛି । ୪ଟି ବ୍ୟାଗରେ ଭର୍ତ୍ତି ହୋଇଛି କେବଳେ ୧୦ ଓ ୨୦ ଟଙ୍କିଆ ନୋଟ୍ । ଟଙ୍କା ବ୍ୟାଗ ଧରି ଦିଲ୍ଲୀ ଯାଉଥିବା ଏ.କେ ସ୍ୱାଇଁ ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ଜେରା କରୁଛି ପୋଲିସ । ଭୁବନେଶ୍ୱରରୁ ଦିଲ୍ଲୀଗଲା ବେଳେ ଧରିଛି ଆରପିଏଫ ଥାନା ପୋଲିସ । ରାଜଧାନୀ ଏକ୍ସପ୍ରେସରେ ଯାଉଥିଲେ ବ୍ୟକ୍ତି ଜଣଙ୍କ ।

LEAVE A REPLY

Please enter your comment!
Please enter your name here