ଗତକାଲି ସୁଦ୍ଧା ଆର୍ଟ ରିସ୍କ ଦେଶରୁ ରାଜ୍ୟକୁ ଫେରିଛନ୍ତି ୯୮୨ ଜଣ । ସେମାନଙ୍କ ମଧ୍ୟରୁ ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ସାମ୍ପଲ ଜିନମ ସିକ୍ୱେସିଂ ପାଇଁ ପଠାଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ତେବେ ଏହାକୁ ନେଇ ଆତଙ୍କିତ ନହେବାକୁ ସେ ପରାମର୍ଶ ଦେଇଛନ୍ତି । ସ୍ୱାସ୍ଥ୍ୟକର୍ମୀମାନେ ଗାଁ ଗାଁ ବୁଲି ସେମାନଙ୍କୁ ଚିହ୍ନଟ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here