କରୋନା ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାର ନୂଆ କରୋନା କଟକଣା ଲାଗୁ କରିଛନ୍ତି । ଆସନ୍ତା 10 ତାରିଖରୁ ରାଜ୍ୟରେ ସମସ୍ତ କଲେଜ, ବିଶ୍ବବିଦ୍ୟାଳୟ, ମେଡିକାଲ କଲେଜ, ନର୍ସିଂ କଲେଜ ବନ୍ଦ କରିବାକୁ ସରକାର ଘୋଷଣା କରିଛନ୍ତି । ସମସ୍ତ ଶିକ୍ଷାନୁଷ୍ଠାନରେ କେବଳ ଅନଲାଇନ କ୍ଲାସ ଜାରି ରହିବ । ସ୍ବତନ୍ତ୍ର ରିଲିଫି କମିଶନରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ପୂର୍ବରୁ ରାଜ୍ୟ ସରକାର ଯୁକ୍ତଦୁଇ ପର୍ଯ୍ୟନ୍ତ ସମସ୍ତ କ୍ଲାସ ବନ୍ଦ କରିଥିଲେ ।

LEAVE A REPLY

Please enter your comment!
Please enter your name here