ଆସନ୍ତାକାଲି ପାଳନ ହେବ ସାଧରଣତନ୍ତ୍ର ଦିବସ । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି ହୋଇଛି ଗାଇଡଲାଇନ୍ । ବ୍ୟକ୍ତିଗତ ଭାବେ ଘରେ ପତାକା ଉତ୍ତୋଳନ ପାଇଁ ୫ ଜଣଙ୍କୁ ଅନୁମତି ମିଳିିଛି । ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ ପାଇଁ ୧୦ ଜଣଙ୍କୁ ଅନୁମତି । ପତାକା ଉତ୍ତୋଳନ ବେଳେ କୋଭିଡ କଟକଣା ମାନିବାକୁ ଗୁରୁତ୍ୱ ଦିଆଯାଇଛି । ସାମାଜିକ ଦୂରତା, ମାସ୍କ, ସାନିଟାଇଜେସନକୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here