ପୁରୀ ସତ୍ୟବାଦୀରେ 5 ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଉପରକୁ କାଳି ମାଡ । ସତ୍ୟବାଦୀରେ ୟୁଜିଏସ କଲେଜର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଜଣେ ଯୁବକ ତାଙ୍କ ଉପରକୁ କାଳି ମାଡ କରିଛନ୍ତି । ପାଣ୍ଡିଆନଙ୍କ ସହ ଥିବା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଉପରେ ମଧ୍ୟ କାଳି ପଡିଛି । କାଳି ମାଡ କରିଥିବା ଜଣେ ଯୁବକଙ୍କୁ ପୋଲିସ କାବୁ କରିଥିବା ଜଣାପଡିଛି । କାଳି ମାଡ କରିଥିବା ଯୁବକ ହରିପୁର ଗାଁର ଭାସ୍କର ସାହୁ ।

LEAVE A REPLY

Please enter your comment!
Please enter your name here