୨୯ ଦିନ ଧରି ହସ୍ପିଟାଲରେ ଜୀବନ ସହ ଯୁଦ୍ଧ କରି ଶେଷରେ ନୀରବି ଯାଇଛନ୍ତି କୋକିଳକଣ୍ଠୀ ଲତା ମଙ୍ଗେସକର । ୯୨ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଲତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି । ତେବେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ ଲତାଙ୍କ ଶେଷକୃତ୍ୟ । ଆଜି ସଂଧ୍ୟା ୬ଟା ୩୦ରେ ଶିବାଜୀ ପାର୍କରେ ଶେଷକୃତ୍ୟ କରାଯିବ । ଶେଷକୃତ୍ୟରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶେଷଦର୍ଶନ ପାଇଁ ବାସଭବନକୁ ଯିବ ପାର୍ଥିବଶରୀର ।

LEAVE A REPLY

Please enter your comment!
Please enter your name here