ଛତିଶଗଡରେ ମାଓବାଦୀ-ସୁରକ୍ଷାକର୍ମୀ ଗୁଳିବିନିମୟ ହୋଇଛି । ବିଜାପୁର ଜିଲ୍ଲା ବାସାଗୁଡାରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ସର୍ଚ୍ଚ ଅପରେସନବେଳେ ଗୁଳିବିନିମୟ ହୋଇଛି । ଏଥିରେ ଜଣେ ସିଆରଏଫ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସହିଦ ହୋଇଥିବା ଜଣାପଡିଛି । ତେବେ ଆଉ ଜଣେ ଯବାନ ମଧ୍ୟ ଗୁରୁତର ଥିବା ଜଣାପଡିଛି । ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ଅଞ୍ଚଳରେ କମ୍ବିଂ ଅପରେସନ ମଧ୍ୟ ଚାଲିଛି ।

LEAVE A REPLY

Please enter your comment!
Please enter your name here