ନାଇଜର କ୍ୟାମ୍ପସରେ ଅଭାବନୀୟ ଘଟଣା । ହଷ୍ଟେଲ ଛାତରୁ ଡେଇଁ ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ରୀ ଛତିଶଗଡର ପୂଜା ଜେଠୱାନୀ । ଫିଜିକ୍ସ ବିଭାଗର ପିଏଚଡି ଛାତ୍ରୀ ଥିଲେ ପୂଜା । ଛାତ୍ରୀଙ୍କ ନିକଟରୁ ଏକ ଡାଏରୀ ଜବତ କରିଛି ଜଟଣୀ ପୋଲିସ । ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି ।

LEAVE A REPLY

Please enter your comment!
Please enter your name here