କେନ୍ଦ୍ରାପଡା କାର୍ତ୍ତିଶ୍ୱେର ଭସାଣୀରେ ବାଣ ବିସ୍ଫୋରଣ ମାମଲାରେ ଦୋଷ ଲଦାଲଦି । ଭସାଣ ସମାବେଶରେ ବାଣ ଫୁଟାଇବା ପାଇଁ ପ୍ରଶାସନ ପୋଲିସ, ଅଗ୍ନିଶମ ବାହିନୀ କେହି ଅନୁମତି ଦେଇନଥିବା କହିଛନ୍ତି । ପ୍ରଶାସନ , ପୋଲିସ ଉପସ୍ଥିତିରେ କେମିତି ବାଣ ଫୁଟାଯାଉଥିଲା ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠୁଛି ।
ଗତକାଲି ବାଲିଆବଜାର ଭସାଣିରେ ବାଣ ପ୍ରତିଯୋଗିତା ଚାଲୁଥିଲା । ଏଥିରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ୩ ଜଣ ଗୁରୁତ୍ତର ହୋଇଥିଲେ ।

LEAVE A REPLY

Please enter your comment!
Please enter your name here