Home News Odisha ଗ୍ୟାସ ଟାଙ୍କି ଫାଟି ମହିଳା ଗୁରୁତର NewsOdishaTrending News ଗ୍ୟାସ ଟାଙ୍କି ଫାଟି ମହିଳା ଗୁରୁତର By Takshak Bureau - March 19, 2022 354 0 Facebook Twitter Google+ Pinterest WhatsApp ହୋଲିରେ ଭଦ୍ରକରେ ବଡ ଧରଣର ଅଘଟଣ । ଗ୍ୟାସ ଟାଙ୍କି ଫାଟି ମହିଳା ଗୁରୁତର । ୫ ବଖରା ଘର ଜଳି ଭସ୍ମ ହୋଇ ଯାଇଛି । ଭଦ୍ରକ ଟାଉନ୍ ଥାନା ଅସ୍ତଳ ଛକରେ ଏହି ଅଘଟଣ ଘଟିଛି । ଗ୍ୟାସ ଟାଙ୍କି କାହିଁକି ଫାଟିଲା କାରଣ ଅସ୍ପଷ୍ଟ ରହିଛି । ନିଆଁଲିଭା କାର୍ଯ୍ୟରେ ୩ଟି ଦମକଳ ବାହିନୀ ନିୟୋଜିିତ ରହିଛନ୍ତି । RELATED ARTICLESMORE FROM AUTHOR News ରାଜ୍ୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫% ବଢ଼ିଲା News ପୋଖରୀକୁ ଖସି ପଡ଼ିଲା ବରଯାତ୍ରୀ କାର୍, ୫ ମୃତ News ସରକାରୀ ଔଷଧ ଗୋଦାମ ବାହାରେ ପଡ଼ିଛି କୁଢ଼ କୁଢ଼ ଔଷଧ LEAVE A REPLY Cancel reply Please enter your comment! Please enter your name here You have entered an incorrect email address! Please enter your email address here Save my name, email, and website in this browser for the next time I comment. - Advertisement - Latest article ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ Takshak Bureau - July 22, 2026 0 ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା... cw-check-https://test.com/ Takshak Bureau - July 21, 2026 0 cw-check https://test.com Coronavirus disease 2019 Takshak Bureau - July 21, 2026 0 COVID-19 is a contagious disease caused by the coronavirus SARS-CoV-2. In January 2020, the disease spread worldwide, resulting in the COVID-19 pandemic. The symptoms of...