ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି ପେଟ୍ରୋଲ , ଡିଜେଲ । ପ୍ରତିଦିନ ବଢୁଛି ଦର । ଭୁବନେଶ୍ୱରରେ ପେଟ୍ରୋଲ ୧୦୬ ଟଙ୍କା ୨୫ ପଇସା ଥିବାବେଳେ ଡିଜେଲ ଦର ୯୬ ଟଙ୍କା ୦୯ ପଇସା ରହିଛି । ସପ୍ତାହକରେ ପେଟ୍ରୋଲ ଲିଟର ପିଛା ୪ଟଙ୍କା ୪୭ ପଇସା ବୃଦ୍ଧି ପାଇଛି । ତେଲ ଦର ପ୍ରତିଦିନ ବୃଦ୍ଧି ପାଉଥିବା ଦେଖି ସାଧାରଣ ଲୋକେ ଚିନ୍ତାରେ ପଡିଗଲେଣି ।

LEAVE A REPLY

Please enter your comment!
Please enter your name here