ଖରିଫ ଋତୁ ପାଇଁ ୧୭ଟି ଫସଲର ଏମଏସପି ବଢାଇଲା କେନ୍ଦ୍ର । ଧାନ ସମେତ ୧୭ଟି ଫସଲର ଏମଏସପି ବଢାଇଲେ ସରକାର । ଧାନ କୁଇଣ୍ଟାଲ ପିଛା ୧୦୦ ଟଙ୍କା ବଢାଇବାକୁ ନିଷ୍ପତ୍ତି । ୧୦୦ ଟଙ୍କା ବଢି ଧାନ କୁଇଣ୍ଟାଲ ୨୦୪୦ ଟଙ୍କା ହେଲା । ଏମଏସପି ବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି । କ୍ୟାବିନେଟ ନିଷ୍ପତ୍ତି ନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ସୂଚନା ।

LEAVE A REPLY

Please enter your comment!
Please enter your name here