ବରୁଣ ଧାୱନ ଓ ଅନୁଷ୍କା ଶର୍ମା ଅଭିନୀତ ସୁଇଧାଗାର ଆଉ ଏକ ନୂଆ ଗୀତ ଖଟପ-ପଟର ରିଲିଜ ହୋଇଛି. ଯାହାକୁ କଣ୍ଠଶିଳ୍ପୀ ପାପୋନ ଗାଇଛନ୍ତି ଏବଂ ଫିଲ୍ମଟି 28 ସେପ୍ଟେମ୍ବରରେ ସିନେମା ହଲରେ ପଡିବାକୁ ଯାଉଛି. ଏହି ଗୀତରେ ମମତା ଓ ମାଓଜୀଙ୍କ ଜୀବନ ଆରମ୍ଭର ଯାତ୍ରାକୁ ଦେଖିବାକୁ ମିଳିଛି ଏବଂ ଦୁଇଜଣ କିପରି ନିଜର କମ୍ପାନୀର ଆରମ୍ଭ କରିଛନ୍ତି ତାହା ମଧ୍ୟ ଦେଖିବାକୁ ମିଳିଛି. ଏହି କାହାଣୀ ହେଉଛି ମମତା ଓ ମାଓଜୀଙ୍କର ଯିଏ ଜୀବନରେ ବହୁତ ସଂଘର୍ଷ କରି ନିଜ ସ୍ୱପ୍ନକୁ ସତ କରିବାକୁ ଚେଷ୍ଟା କରୁଛନ୍ତି.

LEAVE A REPLY

Please enter your comment!
Please enter your name here