ରାମକୃଷ୍ଣ ପଣ୍ଡା ସିପିଆଇର ଜାତୀୟ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି I ମଙ୍ଗଳବାର ଦିନ ବିଜୟୱାଡାରେ ଅନୁଷ୍ଠିତ ସିପିଆଇ ଜାତୀୟ କଂଗ୍ରେସ ଅଧିବେଶନରେ ପାର୍ଟିର 11 ଜଣିଆ ନ୍ୟାସନାଲ ସେକ୍ରେଟାରୀ ନିର୍ବାଚିତ ହୋଇଛନ୍ତି I ଏହାର ମୁଖ୍ୟ ଭାବେ ଦ୍ୱିତୀୟ ଥର ପାଇଁ ସର୍ବସମ୍ମତ କ୍ରମେ ଡି. ରାଜା ନିର୍ବାଚିତ ହୋଇଛନ୍ତି I ଏହା ବ୍ୟତୀତ 30 ଜଣିଆ ନ୍ୟାସନାଲ ଏକଜିକ୍ୟୁଟିଭ ଏବଂ 99 ଜଣିଆ ନ୍ୟାସନାଲ କାଉନସିଲ ଗଠନ କରାଯାଇଛି I

LEAVE A REPLY

Please enter your comment!
Please enter your name here