ଟି-ଟ୍ୱେଣ୍ଟି ବିଶ୍ୱକପରେ ଭାରତର ଲଗାତାର ଦ୍ୱିତୀୟ ବିଜୟ । ନେଦରଲାଣ୍ଡସକୁ ୫୬ ରନରେ ହରାଇଲା ଟିମ୍ ଇଣ୍ଡିଆ । ୧୮୦ ଟାର୍ଗେଟକୁ ପିଛା କରି ନେଦରଲାଣ୍ଡସ ୧୨୩/୯ରେ ସୀମିତ । ଭୁବନେଶ୍ୱର, ଅର୍ଶଦୀପ, ଅକ୍ଷର, ଅଶ୍ୱିନୀଙ୍କୁ ୨ଟି ଲେଖାଏଁ ୱିକେଟ୍ । ରୋହିତ, କୋହଲି ଓ ସୂର୍ଯ୍ୟକୁମାରଙ୍କ ଧୂଆଁଧାର ଅର୍ଦ୍ଧଶତକ ।

LEAVE A REPLY

Please enter your comment!
Please enter your name here