ବିଜୟ ବ୍ୟବଧାନରେ ରେକର୍ଡ କଲେ ଗୁଜରାଟ ମୁଖ୍ୟମନ୍ତ୍ରୀ । ଘାଟଲୋଡିଆ ଆସନରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ରେକର୍ଡ । କଂଗ୍ରେସ ପ୍ରାର୍ଥୀଙ୍କୁ ୧ ଲକ୍ଷ ୯୦ ହଜାରରୁ ଅଧିକ ଭୋଟରେ ହରାଇଲେ । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ମିଳିଛି ୨ ଲକ୍ଷ ୧୨ ହଜାରରୁ ଅଧିକ ଭୋଟ । ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ ପାଇଲେ ମାତ୍ର ୨୧ ହଜାର ଭୋଟ । ୧୨ରେ ଶପଥ ଗ୍ରହଣ କରିବେ ଗୁଜରାଟ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

LEAVE A REPLY

Please enter your comment!
Please enter your name here