୨୦୨୪ ବିଧାନସଭା ନିର୍ବାଚନରେ ଓଡିଶା ରାଜନୀତିରେ କିଛି ପରିବର୍ତ୍ତନ ହେବନାହିଁ । ନବୀନ ପଟ୍ଟନାୟକଙ୍କ ବିକଳ୍ପ ନାହାଁନ୍ତି । ବିଜେଡି ବହୁ ପରିମାଣରେ ଜିତିବ ଆଉ ନବୀନ ହିଁ ମୁଖ୍ୟମନ୍ତ୍ରୀ ହେବେ । ବିଜେଡି ସର୍ବାଧିକ ଭୋଟ ପାଇବ । ଏଭଳି ଭବିଷ୍ୟବାଣୀ କରିଛନ୍ତି ବରିଷ୍ଠ ରାଜନେତା ଦାମୋଦର ରାଉତ । ସେ କହିଛନ୍ତି କୌଣସି ଦଳ ପାଇଁ ମୁଁ ଓକିଲାତି କରୁନି , ମୁଁ ମୋ ଅନୁଭବରୁ କହୁଛି । ୯ରୁ ୯୦ କଂଗ୍ରେସ କରିପାରିବନି ।

LEAVE A REPLY

Please enter your comment!
Please enter your name here