Home Bussiness 19 ସେପ୍ଟେମ୍ବରରେ ଲଞ୍ଚ ହେବ Xiaomi Mi 8 Bussiness 19 ସେପ୍ଟେମ୍ବରରେ ଲଞ୍ଚ ହେବ Xiaomi Mi 8 By Takshak Bureau - September 12, 2018 391 0 Facebook Twitter Google+ Pinterest WhatsApp ଚୀନର ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ସାଓମୀ 19 ସେପ୍ଟେମ୍ବରରେ ଚୀନରେ ନିଜର ନୂଆ ହ୍ୟାଣ୍ଡସେଟ Xiaomi Mi 8 କୁ ଲଞ୍ଚ୍ କରିବାକୁ ଯାଉଛି. ଖବର ଅନୁସାରେ କମ୍ପାନୀ Mi 8X କିମ୍ବା Mi 8 ଭିତରୁ ଗୋଟିଏକୁ ଲଞ୍ଚ୍ କରିପାରେ. ଏହି ଫୋନକୁ ନେଇ ସାଓମୀ ତରଫରୁ କିଛି ସୂଚନା ମଧ୍ୟ ଆସିଛି. ଚୀନର ମାଇକ୍ରୋବ୍ଲଗିଂ ସାଇଟରେ କମ୍ପାନୀ ମିଡିଆ ଇନଭାଇଟକୁ ପୋଷ୍ଟ କରିଛି. ଇନଭାଇଟରେ କେବଳ Mi 8 ଲଞ୍ଚ୍ ହେବ ବୋଲି କୁହାଯାଇଛି. Mi 8 Youth ରେ 6.2 ଇଞ୍ଚର ଡିସପ୍ଲେ ରହିଛି. ଏହାର ପିକ୍ସଲ ରିସଲ୍ୟୁସନ 2280 x 1080 ଏବଂ ଆସପେକ୍ଟ ରେସିଓ 19:9 ରହିଛି. ଏହା ସହ 6 ଜିବି ରାମ ସହ 64 ଜିବି ଇଣ୍ଟରନାଲ ମେମୋରୀ ରହିଛି. ଫ୍ରଣ୍ଟ କ୍ୟାମେରା 24 ମେଗାପିକ୍ସଲ ହୋଇଥିବାବେଳେ 12 ଓ 5 ମେଗାପିକ୍ସଲର ଡୁଆଲ ରିୟର କ୍ୟାମେରା ମଧ୍ୟ ଅଛି. RELATED ARTICLESMORE FROM AUTHOR Big Story ଶିଳ୍ପା ଏବଂ ରାଜ କୁନ୍ଦ୍ରା ଙ୍କ ନାଁରେ ୬୦ କୋଟି ଟଙ୍କାର ଠକେଇ ଅଭିଯୋଗ Big Story ଅନିଲ ଅମ୍ବାନୀଙ୍କ କମ୍ପାନୀ ନାଁ ରେ ୩,୦୦୦ କୋଟି ଟଙ୍କାର ଠକେଇ ଅଭିଯୋଗ Bussiness ଟାଇମ୍ସ ନାଓ ବିଜିନେସ୍ ଏକ୍ସିଲେନ୍ସ ଆୱାର୍ଡ : ସୋଆକୁ ୮ଟି ସମ୍ମାନ ପ୍ରଦାନ LEAVE A REPLY Cancel reply Please enter your comment! Please enter your name here You have entered an incorrect email address! Please enter your email address here Save my name, email, and website in this browser for the next time I comment. - Advertisement - Latest article Verde casino app: recensione delle funzionalità più innovative Takshak Bureau - April 14, 2026 0 In questo articolo esploreremo le funzionalità più innovative dell'app verde casino, un'applicazione che ha catturato l'attenzione degli appassionati di gioco online. Analizzeremo le sue... De voordelen van het spelen van BetMGM Casino slots voor echt geld in Nederland Takshak Bureau - April 11, 2026 0 In dit artikel bespreken we de voordelen van het spelen van BetMGM Casino slots voor echt geld in Nederland. We zullen ingaan op de... Kako Odgovorno Igrati u PSK Casinu i Uživati u Svakom Trenutku Takshak Bureau - April 11, 2026 0 U ovom članku istražit ćemo kako odgovorno igrati u PSK Casinu, uz savjete koji će vam pomoći da uživate u svakom trenutku igre. Razgovarat...