ଆଉ ଗୋଟିଏ ପଶ୍ଚିମା ଝଡ ସୃଷ୍ଟି ହୋଇଛି । ୨୯ରୁ ପୁଣି ଏକ ପଶ୍ଚିମା ଝଡ । ଆସନ୍ତା ୨୯ ତାରିଖ ରାତିରୁ ପୁଣି ପଶ୍ଚିମା ଝଡ ସମ୍ଭାବନା । ପଶ୍ଚିମା ଝଡ ପ୍ରଭାବରେ ଆଜିଠୁ ଘଡଘଡି ବର୍ଷା ସହ ଝଡବର୍ଷା ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଓ କାଲି ଘଡଘଡି ସହ ବର୍ଷା, ଝଡ ପବନ ବହିପାରେ । ଆଜି ୪୦ରୁ ୫୦ କିଲୋମିଟର । କାଲି ୩୦ରୁ ୪୦ କିମି ବେଗରେ ପବନ ବହିବା ନେଇ ସମ୍ଭାବନା ରହିଛି । ଆସନ୍ତା ୨୯ରେ ଆଉ ଏକ ପଶ୍ଚିମା ଝଡ ଆସିବ । ଯାହାର ପ୍ରଭାବରେ ୩୧ ରେ ମଧ୍ୟ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here