କଟକ ବାଦାମବାଡି ଅଞ୍ଚଳରେ ଥିବା ‘ଭି’ ବଜାରରେ ରେଡ୍ । ଏକ୍ସପାରି ଜିନିଷ ରଖି ବିକ୍ରୀ କରୁଥିବା ଅଭିଯୋଗରେ ରେଡ କରାଯାଇଛି । ପ୍ର୍ରାୟ ୫୦ ହଜାର ଟଙ୍କାର ସାମଗ୍ରୀ ଜବତ ହୋଇଛି । କଟକ ଜୋନ୍ ୬ ଏସିପି ଏବଂ ବାଦାମବାଡି ଥାନା ପୋଲିସଙ୍କ ନେତୃତ୍ୱରେ ଏହି ଚଢାଉ କରାଯାଉଛି । ତେବେ ଅନେକ ଏକ୍ସପାରି ପ୍ରଡକ୍ଟ ବିକ୍ରୀ କରୁଥିଲା ଭି ବଜାର । ଏକ୍ସପାରୀ ଡେଟ୍‌କୁ କେମିକାଲ ମାଧ୍ୟମରେ ଲିଭାଇ ବିକ୍ରି କରାଯାଉଥିଲା ।

LEAVE A REPLY

Please enter your comment!
Please enter your name here