ଭାରତରେ ରହିବା ପାଇଁ ନକଲି ଭାରତୀୟ ପାସପୋର୍ଟ ବ୍ୟବହାର କରି ବାଲାଦେଶୀ ପର୍ଣ୍ଣ ଷ୍ଟାର ଆରୋହୀ ବାର୍ଡେ ଗିରଫ ହୋଇଛନ୍ତି । ମହାରାଷ୍ଟ୍ରର ଉଲ୍ଲାସ ନଗର ହିଲ୍ ଲାଇନ ପୋଲିସ୍ ତାଙ୍କୁ ପଚରାଉଚରା କରିବା ପରେ ଗିରଫ କରିଛି । ପୋଲିସ ସୂଚନା ଅନୁଯାୟୀ ରିୟା ଓରଫ ଆରୋହୀ ବାର୍ଡେ ତାଙ୍କ ପରିବାର ସଦସ୍ୟଙ୍କ ଅମ୍ବରନାଥରେ ରହୁଥିଲେ । ସେ ନକଲି ଭାରତୀୟ ପାସପୋର୍ଟ ବ୍ୟବହାର କରିଥିଲେ । ଏହି ଘଟଣାରେ ପୋଲିସ ତଦନ୍ତ କରିବା ପରେ ଅଭିନେତ୍ରୀ ରିୟାଙ୍କ ସମେତ ପାଞ୍ଚଜଣଙ୍କୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here