ନୂଆ ରେକର୍ଡ ଛୁଇଁବାରେ ଲାଗିଛି ସୁନା ଦର । ଲକ୍ଷେ ପାର୍ କରିଛି ସୁନା ଦର । ୧୦ ଗ୍ରାମ ସୁନା ମୂଲ୍ୟ ୯୯ ହଜାର ୮୦୦ ଟଙ୍କା ଛୁଇଁଛି । ଜିଏସଟି ମିଶିଲା ପରେ ଦର ଲକ୍ଷେ ପାର କରିଛି । ତେବେ ଚୀନ ଆମେରିକା ବାଣିଜ୍ୟ ଯୁଦ୍ଧ ଏବଂ ବିଶ୍ୱ ଅର୍ଥନୈତିକ ଅନିଶ୍ଚିତତା ମଧ୍ୟରେ ନିବେଶକ ଉଭୟ ଧାତୁରେ ମୋଟା ଆକାରରେ ନିବେଶ କରୁଛନ୍ତି । ପ୍ରଥମେ ୨୪ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୧ ହଜାର ୩୫୦ ଟଙ୍କା ଛୁଇଁଛି । ଦିନକରେ ବୃଦ୍ଧି ପାଇଲା ୩୦୦୦ ଟଙ୍କା । ୨୨ କ୍ୟାରେଟ୍ ସୁନା ଦର ୯୨ ହଜାର ୯୦୦ ଟଙ୍କା ।

LEAVE A REPLY

Please enter your comment!
Please enter your name here