ପ୍ରଶାନ୍ତଙ୍କ ପରିବାର ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୨୦ ଲକ୍ଷର ସହାୟତା ରାଶି ସହ ପ୍ରଶାନ୍ତଙ୍କ ସ୍ତ୍ରୀକୁ ସରକାରୀ ଚାକିରୀ ଦିଆଯିବ । । ଏଥିସହ ପୁଅର ସମସ୍ତ ପାଠପଢା ଖର୍ଚ୍ଚ ବହନ କରିବେ ସରକାର । ପ୍ରଶାନ୍ତଙ୍କ ଗାଁ ବାଲେଶ୍ୱର ଇସାଣୀ ଗାଁରୁ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।