ବାଲେଶ୍ବର ଘଟଣାରେ ଜଣେ ଝିଅ ନିଜ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଥିଲେ, ସେ ମୁହୁର୍ତ୍ତରେ ଜଣେ ଯୁବକ ତାଙ୍କୁ ବଞ୍ଚେଇବାକୁ ଆଗକୁ ଯାଇ ନିଜେ ମଧ୍ୟ ଅନେକ ମାତ୍ରା ରେ ଆହତ ହେଲେ।

ଯେଉଁଠି ସମସ୍ତେ ଚୁପ୍ ହେଇ ଦେଖୁ ଥୁଲେ, ସେ ଜଣେ ଯୁବକ ଆଗକୁ ଆସିଲେ। ଅଗ୍ନି ମଧ୍ୟରେ ମାନବିକତା ଜିତିଲା । ସେ ତାଙ୍କ ଡ୍ରେସ ଖୋଲି ଯୁବତୀଙ୍କୁ ବଞ୍ଚେଇବାକୁ ଚେଷ୍ଟା କରିଥିଲେ ।ଆଜିବି ମାନବିକତା ଜୀବିତ ଅଛି, ଏହି ଯୁବକ ତାହାର ଜୀବନୁ ଦୃଷ୍ଟାନ୍ତ। ନିଜ ଜୀବନ କୁ ବାଜି ଲଗେଇ ଅନ୍ୟ ଜୀବନ ବଞ୍ଚାଇଲେ ।
ଛାତ୍ରୀଙ୍କୁ ବଞ୍ଚେଇ ବା ପାଇଁ ସାହାସିକତା ସହ ଆଗେଇ ଯାଇଥିଲେ ।

LEAVE A REPLY

Please enter your comment!
Please enter your name here