ଆଇନଜୀବୀ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଥିବାବେଳେ ଏବଂ ଏହାକୁ ନେଇ ଗତ ଦୁଇ ମାସ ଧରି ରାଜ୍ୟର କୋର୍ଟ କାର୍ଯ୍ୟରେ ଅଚଳାବସ୍ଥା ସୃଷ୍ଟି ହୋଇଥିବାବେଳେ ପ୍ରଦେଶ କଂଗ୍ରେସ ଏହାର ତୁରନ୍ତ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚେତାବନୀ ଦେଇଛି । ନଭେମ୍ବର ୨ତାରିଖ ସୁଦ୍ଧା ସରକାର ଆନେ୍ଦାଳନର ସମାଧାନର ବାଟ ବାହାର କରନ୍ତୁ ବୋଲି କଂଗ୍ରେସ କହିଛି । ରାଜ୍ୟର ବିଚାର ବିଭାଗର ଏହି ଅଚଳାବସ୍ଥା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛି କଂଗ୍ରେସ ।

LEAVE A REPLY

Please enter your comment!
Please enter your name here