ଇସ୍ତଫା ଦେଲେ କୋରାପୁଟ ବିଧାୟକ କୃଷ୍ଣ ସଗରିଆ । ଭୁବନେଶ୍ୱର ଠାରେ ବାଚସ୍ପତି ପ୍ରଦୀମ ଅମାତଙ୍କୁ ଭେଟି ଶ୍ରୀ ଶଗରିଆ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।  କଂଗ୍ରେସ ସହ ଅଛି ଏବଂ କଂଗ୍ରେସ ସହ ରହିବି ବୋଲି କହିଛନ୍ତି ସଗରିଆ । କୋରାପୁଟର କଂଗ୍ରେସ ବିଧାୟକ ତଥା ବରିଷ୍ଠ ଆଦିବାସୀ ନେତା କୃଷ୍ଣଚନ୍ଦ୍ର ଶଗରିଆ ଆଜି ନିଜ ବିଧାୟକ ପଦରୁ ଇସ୍ଥଫା ଦେବା ନେଇ ଗତ ମାସ ଶେଷ ସପ୍ତାହରେ ଘୋଷଣା କରିଥିଲେ । କୁନ୍ଦୁୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାରେ ମର୍ମାହତ ହୋଇ ସେ ଇସ୍ତଫା ଦେବାକୁ ଯାଉଥିବା କହଥିଲେ।

LEAVE A REPLY

Please enter your comment!
Please enter your name here