୨୦୧୮-୧୯ ଶିକ୍ଷାବର୍ଷ ଯୁକ୍ତ ୨ ପରୀକ୍ଷା ପାଇଁ ଗୁରୁବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଫର୍ମ ଫିଲଅପ୍ ତାରିଖ ଘୋଷଣା କରାଯାଇଛି। ନଭେମ୍ବର ୧୬ରୁ ଯୁକ୍ତ ଦୁଇ ଫର୍ମ ଫିଲ୍ ଅପ୍ ପ୍ରକ୍ରିୟା ଆରମ୍ଭ । ତେଣୁ ଛାତ୍ରଛାତ୍ରୀମାନେ ନଭେମ୍ବର ୧୬ରୁ ୨୬ ତାରିଖ ପର୍ଯ୍ୟନ୍ତ ବିନା ଫାଇନରେ ଫର୍ମ ପୂରଣ କରିହେବ । ସେହିପରି ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ୫୦ଟଙ୍କା ଫାଇନ୍ ନେଇ ଫର୍ମ ପୂରଣ କରିହେବ । ଏହି ସମୟ ଭିତରେ ନକଲେ ଡିସେମ୍ବର ୧ରୁ ୪ତାରିଖ ମଧ୍ୟରେ ୩୫୦ଟଙ୍କା ଦେଇ ଫର୍ମ ପୂରଣ କରିହେବ ।

LEAVE A REPLY

Please enter your comment!
Please enter your name here